କନକବ୍ୟୁରୋ: ସୁନ୍ଦରଗଡରେ ଜୁଏଲ ଓ କୁସୁମଙ୍କ ଶକ୍ତି ପ୍ରଦର୍ଶନ । ସ୍ଥାନୀୟ ପୋଷ୍ଟ ଅଫିସ ଛକରୁ ଏକି ବିଶାଳ ରାଲିରେ ବାହାରି ଶଙ୍କରା ଗ୍ରାଉଣ୍ଡରେ ପହଚିଂବା ପରେ ସେଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ ।
ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଚାଂୟତରୁ ବିଜେପି କର୍ମୀ ମାନେ ଏଥିରେ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳର କର୍ମୀ ବିଜେପିରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ବହୁ ବିଜେପି ନେତା ସାମିଲ ଥିବାର ନଜର ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/BJP-FLAG.jpg)