କଟକରେ ରାମ ଲାଲାଙ୍କ ଅବିକଳ ଭବ୍ୟ ମୂର୍ତ୍ତି! ୩୦ କିଲୋ ମାଟିରେ ତିଆରି କଲେ ଶିଳ୍ପୀ ନାରାୟଣ ରଥ ।

135

କନକ ବ୍ୟୁରୋ: କଟକରେ ରାମ ଲାଲାଙ୍କ ଅବିକଳ ଭବ୍ୟ ମୂର୍ତ୍ତି । ୩୦ କିଲୋ ମାଟିରେ ଏହି ମୂର୍ତିକୁ ତିଆରି କରିଛନ୍ତି ସିଡିଏ ଅଞ୍ଚଳର ଶିଳ୍ପୀ ନାରାୟଣ ରଥ । ମାତ୍ର ୨୦ରୁ ୨୫ ମିନିଟ ମଧ୍ୟରେ ରାମଲାଲାଙ୍କ ମୂର୍ତି ତିଆରି କରିଛନ୍ତି ନାରାୟଣ । ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବା ବେଳେ ପ୍ରଭୁଙ୍କୁ ସ୍ୱାଗତ କରିବା ପାଇଁ ସାରା ଦେଶରେ ଏଭଳି ପ୍ରସ୍ତୁତି ଚାଲିଛି ।