କନକ ବ୍ୟୁରୋ: କଟକରେ ରାମ ଲାଲାଙ୍କ ଅବିକଳ ଭବ୍ୟ ମୂର୍ତ୍ତି । ୩୦ କିଲୋ ମାଟିରେ ଏହି ମୂର୍ତିକୁ ତିଆରି କରିଛନ୍ତି ସିଡିଏ ଅଞ୍ଚଳର ଶିଳ୍ପୀ ନାରାୟଣ ରଥ । ମାତ୍ର ୨୦ରୁ ୨୫ ମିନିଟ ମଧ୍ୟରେ ରାମଲାଲାଙ୍କ ମୂର୍ତି ତିଆରି କରିଛନ୍ତି ନାରାୟଣ । ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବା ବେଳେ ପ୍ରଭୁଙ୍କୁ ସ୍ୱାଗତ କରିବା ପାଇଁ ସାରା ଦେଶରେ ଏଭଳି ପ୍ରସ୍ତୁତି ଚାଲିଛି ।
କଟକରେ ରାମ ଲାଲାଙ୍କ ଅବିକଳ ଭବ୍ୟ ମୂର୍ତ୍ତି! ୩୦ କିଲୋ ମାଟିରେ ତିଆରି କଲେ ଶିଳ୍ପୀ ନାରାୟଣ ରଥ ।
/kanak/media/post_attachments/wp-content/uploads/2024/01/Capture-9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)