ବିଳମ୍ବିତ ରାତିରେ ଘର ପଛପଟେ ବୁଲୁଥିଲା କୁମ୍ଭୀର : ଉଦ୍ଧାର କଲା ବନବିଭାଗ; ରାଜନଗରରେ ଭୟର ବାତାବରଣ

97

କନକ ବ୍ୟୁରୋ : କେନ୍ଦ୍ରାପଡା ରାଜନଗର ଯଦୁଚନ୍ଦ୍ରପୁର ଗାଁରୁ ବଉଳା କୁମ୍ଭୀର ଉଦ୍ଧାର । ବାଉଁଶଗଡ଼ ନଦୀରେ ଉଦ୍ଧାର ହୋଇଥିବା କୁମ୍ଭୀରକୁ ଛଡାଯାଇଥିବା ସୂଚନା । ଗତକାଲି ବିଳମ୍ବିତ ରାତିରେ କାଙ୍ଗାଳି ପାତ୍ର ନାମକ ବ୍ୟକ୍ତିଙ୍କ ଘର ପଛପଟୁ କୁମ୍ଭୀରକୁ ଉଦ୍ଧାର କରିଥିଲା ବନ ବିଭାଗ । ସପ୍ତାହେ ପୂର୍ବରୁ ପେଣ୍ଠ ଖଣ୍ଡାମରାରୁ ମଧ୍ୟ ଏକ କୁମ୍ଭୀର ଉଦ୍ଧାର କରାଯାଇଥିଲା ।