ରାସ୍ତା ମଝିରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ସତର୍କତାର ସହ ଉଠାଇବାକୁ ଚାଲିଛି ଚେଷ୍ଟା ।

Advertisment
ରାସ୍ତା ମଝିରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ସତର୍କତାର ସହ ଉଠାଇବାକୁ ଚାଲିଛି ଚେଷ୍ଟା ।

କନକ ବ୍ୟୁରୋ: ରାସ୍ତା ମଝିରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ପାରାଦୀପଗଡ଼ ହାତୀ ଟାଙ୍କି ନିକଟରେ ଘଟିଛି ଏଭଳି ଅଘଟଣ । ପାରାଦୀପ ଆଇଓସିଏଲରୁ ଗ୍ୟାସ ନେଇ ଟ୍ୟାଙ୍କରଟି ଝାରସୁଗୁଡ଼ା ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଓଲଟିପଡ଼ିଛି । ଦୁର୍ଘଟଣାରେ ଗ୍ୟାସ୍ ଲିକ ହୋଇନଥିବା ବେଳେ ସତର୍କତାର ସହ ଉଠାଇବାକୁ ପ୍ରୟାସ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ମଧ୍ୟ ଉପସ୍ଥିତ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe