କନକ ବ୍ୟୁରୋ : ମହାନଦୀରେ ବୁଡି ନିଖୋଜ ହୋଇଥିବା ଯୁବକର ଶବ ଉଦ୍ଧାର ହୋଇଛି । ସେ କଟକ ତୁଳସୀପୁର ନିକଟ ମହାନଦୀରେ ବୁଡି ଯାଇଥିଲେ । ବହୁ ସମୟ ଧରି ଖୋଜା ଖୋଜି କରିବା ପରେ ଯୁବକଜଣଙ୍କ ଉଦ୍ଧାର ହୋଇଥିଲେ । ଉଦ୍ଧାର ଯୁବକଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ମହାନଦୀରେ ବୁଡି ନିଖୋଜ ହୋଇଥିବା ଯୁବକଙ୍କ ଶବ ଉଦ୍ଧାର । ତୁଳସୀପୁର ନିକଟରେ ବୁଡି ଯାଇ ଯୁବକ ହୋଇଥିଲେ ନିଖୋଜ
/kanak/media/post_attachments/wp-content/uploads/2024/04/Untitled-1-7.jpg)