କନକ ବ୍ୟୁରୋ: ଜାଲରେ ପଡ଼ିଲା ବଉଳା କୁମ୍ଭୀର । ଗତ କିଛି ଦିନ ହେଲା କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆତଙ୍କ ଦେଖାଦେଇଛି । ରାଜନଗର ପେଣ୍ଠ ରାସ୍ତାରେ ଏକ କୁମ୍ଭୀର ବୁଲୁଥିବାର ଭିଡ଼ିଓ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ତେବେ ଆଜି ସକାଳେ ଏକ ଚିଙ୍ଗୁଡ଼ି ଘେରିରେ କୁମ୍ଭୀରଟି ପଶିଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ପେଣ୍ଠ ଗାଁ ଲୋକ ଜାଲ ବସାଇ କୁମ୍ଭୀରଟିକୁ ଧରି ଏକ ଗଛରେ ବାନ୍ଧି ରଖି ବନବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରି ବାଉଁଶଗଡ଼ ନଦୀରେ ଛାଡ଼ିଛି । /kanak/media/post_attachments/wp-content/uploads/2023/09/22-36-1024x768.jpg)
/kanak/media/post_attachments/wp-content/uploads/2023/09/23-28-1024x768.jpg)
/kanak/media/post_attachments/wp-content/uploads/2023/09/24-21-1024x768.jpg)
ଜାଲରେ ପଡିଲା ବଉଳା କୁମ୍ଭୀର । ଉଦ୍ଧାର କରି ନଦୀରେ ଛାଡିଲା ବନବିଭାଗ । ଦେଖନ୍ତୁ, ଫଟୋ....
/kanak/media/post_attachments/wp-content/uploads/2023/09/22-36.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)