ଯାଜପୁରରେ ଫାଇଭ ଟି ସଚିବଙ୍କ ସଭାରେ ହଙ୍ଗାମା। ସଭାସ୍ଥଳକୁ ଧସେଇ ପଶିଲେ କଂଗ୍ରେସ କର୍ମୀ

Advertisment
ଯାଜପୁରରେ ଫାଇଭ ଟି ସଚିବଙ୍କ ସଭାରେ ହଙ୍ଗାମା। ସଭାସ୍ଥଳକୁ ଧସେଇ ପଶିଲେ କଂଗ୍ରେସ କର୍ମୀ

କନକ ବ୍ୟୁରୋ: ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ । ସବିଚଙ୍କ ସଭାକୁ ଧସେଇ ପଶିଲେ କଂଗ୍ରେସ କର୍ମୀ । ଏହାକୁ ବିଜେଡି କର୍ମୀ ବିରୋଧ କରିବାରୁ ସଭାସ୍ଥଳରେ କଂଗ୍ରେସ ଓ ବିଜେଡି କର୍ମୀ ହାତହାତି ହୋଇଛନ୍ତି । ଉଭୟଦଳର କର୍ମୀଙ୍କ ଗଣ୍ଡଗୋଳରେ ସଭାସ୍ଥଳ ରଣାଙ୍ଗନ ପାଲଟିଯାଇଛି ।

ଆଜି ସକାଳେ କଳା ଶାଢି ପିନ୍ଧି ମହିଳା କଲେ ପ୍ରତିବାଦ । ଗୋପବନ୍ଧୁ ଛକରୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବଳିତା ପରିଡାଙ୍କ ନେତୃତ୍ୱରେ ମହିଳା ମାନେ ପ୍ରତିବାଦ କରିଛନ୍ତି । ତେବେ ପୋଲିସ ଚୋରଦା ଛକଠାରେ ତାଙ୍କୁ ଅଟକାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe