କନକ ବ୍ୟୁରୋ: ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ । ସବିଚଙ୍କ ସଭାକୁ ଧସେଇ ପଶିଲେ କଂଗ୍ରେସ କର୍ମୀ । ଏହାକୁ ବିଜେଡି କର୍ମୀ ବିରୋଧ କରିବାରୁ ସଭାସ୍ଥଳରେ କଂଗ୍ରେସ ଓ ବିଜେଡି କର୍ମୀ ହାତହାତି ହୋଇଛନ୍ତି । ଉଭୟଦଳର କର୍ମୀଙ୍କ ଗଣ୍ଡଗୋଳରେ ସଭାସ୍ଥଳ ରଣାଙ୍ଗନ ପାଲଟିଯାଇଛି ।
ଆଜି ସକାଳେ କଳା ଶାଢି ପିନ୍ଧି ମହିଳା କଲେ ପ୍ରତିବାଦ । ଗୋପବନ୍ଧୁ ଛକରୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବଳିତା ପରିଡାଙ୍କ ନେତୃତ୍ୱରେ ମହିଳା ମାନେ ପ୍ରତିବାଦ କରିଛନ୍ତି । ତେବେ ପୋଲିସ ଚୋରଦା ଛକଠାରେ ତାଙ୍କୁ ଅଟକାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/20-15.jpg)