କନକ ବ୍ୟୁରୋ : ସମ୍ବଲପୁର ନିକଟ ରେଙ୍ଗାଲି ଲାରିପାଲିରେ ଘଟିଛି ଅଘଟଣ । ଏଠାରେ ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଏକ ଶିଶୁ ଗଳିପଡିଛି । ବୋରୱେଲ ଗାତରୁ ଶିଶୁଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ସୂଚନା ପାଇ ଦଳକଳ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଂଚିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us