କନକ ବ୍ୟୁରୋ : ସମ୍ବଲପୁର ନିକଟ ରେଙ୍ଗାଲି ଲାରିପାଲିରେ ଘଟିଛି ଅଘଟଣ । ଏଠାରେ ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଏକ ଶିଶୁ ଗଳିପଡିଛି । ବୋରୱେଲ ଗାତରୁ ଶିଶୁଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ସୂଚନା ପାଇ ଦଳକଳ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଂଚିଛି ।
ସମ୍ବଲପୁର ନିକଟ ରେଙ୍ଗାଲି ଲାରିପାଲିରେ ଅଘଟଣ । ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଖସିପଡିଲା ଶିଶୁ
/kanak/media/post_attachments/wp-content/uploads/2023/12/37-4.jpg)