କନକବ୍ୟୁରୋ: ଇକୋ ଫ୍ରେଣ୍ଡଲି ବୁଥ୍ ମତଦାନ । ମତଦାନ ସମୟରେ ପରିବେଶ ସୁରକ୍ଷା ସମ୍ପର୍କୀିତ ସଚେତନତା ବାର୍ତା ନେଇ ନବରଙ୍ଗପୁର ପ୍ରଶାସନ ତରଫରୁ ଇକୋ ଫ୍ରେଣ୍ଡଲି ବୁଥ୍ କରାଯାଇଛି । ଏହି ବୁଥ୍ରେ ଉତ୍ସାହର ସହ ଲୋକମାନେ ମତଦାନ କରୁଥିବା ଦେଖିବାକୁ ମିଳିଛି । ଲମ୍ବା ଲାଇନ ଲାଗି ଲୋକେ ଭେଟ ଦେବା ସହ ବାୟା ଚଢେଇ ବସା ମଧ୍ୟ ସେଠାରେ କରାଯାଇଥିବା ଦେଖିବାକୁ ମିଳିଛି । ପାଗ ଅନୁକୁଳ ରହିଥିବାରୁ ଭୋଟର ମାନେ ଖୁସି ରହିଥିବା ମତ ବ୍ୟକ୍ତ କରିଛନ୍ତି । ଏଥିସହ ଶାନ୍ତି ଶୃଙ୍କଳା ର ସହ ଚାଲିଛି ମତଦାନ ।
ନବରଙ୍ଗପୁର ପ୍ରଶାସନ ତରଫରୁ ଭୋଟରଙ୍କ ପାଇଁ ତିଆରି ହେଇଛି ଇକୋ ଫ୍ରେଣ୍ଡଲି ବୁଥ୍ । ଖଜୁରୀ ଗଛରେ ତିଆରି ହେଇଛି ଛାଉଣୀ । ଝୁଲୁଛି ବାୟା ଚଢେଇ ବସା ।
/kanak/media/post_attachments/wp-content/uploads/2024/05/28-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)