କନକ ବ୍ୟୁରୋ: ସ୍ୱାଧୀନତା ଦିବସରେ ମାଓବାଦୀଙ୍କ ବର୍ବରକାଣ୍ଡ। ୧୬ ବର୍ଷର ସ୍କୁଲ ଛାତ୍ରଙ୍କୁ ନିର୍ମମ ହତ୍ୟା। ପୋଲିସ ଇନଫର୍ମର ସନ୍ଦେହରେ ସ୍କୁଲ ଛାତ୍ରକୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଛତିଶଗଡ ସୁକମା ଅଞ୍ଚଳ ପୁବର୍ତି ଗାଁର ସୋୟମ ଶଙ୍କରଙ୍କୁ ଧାରୁଆ ଅସ୍ତ୍ର ରେ ହତ୍ୟା କରାଯାଇଥିବା ଜଣାପଡିଛି। ସ୍କୁଲରୁ ଘରକୁ ଫେରୁଥିଲେ ସୋୟମ। ଗତକାଲି ବଳମ୍ବିତ ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ସୋୟମଙ୍କ ଦେହରେ ସ୍କୁଲ ୟୁନିଫର୍ମ ରହିଛି । ମାଓନେତା ହିଡମାଙ୍କ ନିଜ ଗାଁ ହଉଛି ପୁବର୍ତି। ଆଉ ସେହି ଗାଁର ଛାତ୍ରକୁ ନିର୍ମମ ଭାବେ ହତ୍ୟା କରାଯାଇଛି।
ସ୍ୱାଧୀନତା ଦିବସରେ ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ୍ ଇନଫର୍ମର ସନ୍ଦେହରେ ୧୬ ବର୍ଷର ସ୍କୁଲ ଛାତ୍ରଙ୍କୁ ନିର୍ମମ ହତ୍ୟା।
/kanak/media/post_attachments/wp-content/uploads/2024/07/death-representational-image.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)