ପୁରୀ ୟୁନିକ୍ କ୍ଳବରେ ପୁଲିସର ଚଢ଼ାଉ

Advertisment
ପୁରୀ ୟୁନିକ୍ କ୍ଳବରେ ପୁଲିସର ଚଢ଼ାଉ

ପୁରୀ : ପୁରୀ ୟୁନିକ୍ କ୍ଳବରେ ପୁଲିସ ଚଢ଼ାଉ । ସ୍ପୋଶାଲ ସ୍କ୍ୱାଡ ଓ କୁମ୍ଭାର ପଡ଼ା ପୁଲିସ୍ ମିଳିତ ଭାବେ ଚଢ଼ାଉ କରି କ୍ଳବରୁ ୨ଟି ବନ୍ଧୁକ ଓ ୩ଟି ଖଣ୍ଡା ଉଦ୍ଧାର କରିଛି । ତେବେ କିଏ ଓ କାହିଁକି  ରଖିଲା ମାରଣାସ୍ତ୍ର ସେନେଇ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe