୯୩ ଦେଶକୁ ବ୍ୟାପିଲା କରୋନା ଆତଙ୍କ । ୧ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୩୧

ବିଶ୍ୱର ୧୭୦ ଦେଶକୁ ବ୍ୟାପିଲାଣି କରୋନା । ୨ ଲକ୍ଷ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

କନକ ବ୍ୟୁରୋ : କାୟା ମେଲାଉଛି କରୋନା । ବିଶ୍ୱବ୍ୟାପି କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଟପିଯାଇଛି । ଏବଂ ଭାଇରସ୍ ୯୩ ଦେଶକୁ ବ୍ୟାପିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂତ୍ରରୁ ଜଣାପଡିଛି । କରୋନାରେ ଆଜି ସୁଦ୍ଧା ୧ଲକ୍ଷ ୧୬୨ ଜଣ ସଂକ୍ରମିତ ହୋଇଥିବାବେଳେ ୩ହଜାର ୪୦୬ ଜଣଙ୍କ ମୃତ୍ୟୁ ହୋଇଛି ।

କେବଳ ଚୀନରେ ୩୦୪୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହା ପୁଣି ଥରେ ବ୍ୟାପିବା ନେଇ ଚେତାବନୀ ଦେବା ସହ ଯୁଦ୍ଧକାଳିନ ଭିତିରେ ଏହାର ମୁକାବିଲା କରିବାକୁ ଆହ୍ୱାନ ଦେଇଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe