କନକ ବ୍ୟୁରୋ: ଆମ ଓଡିଶା ନବୀନ ଓଡିଶାକୁ କ୍ୟାବିନେଟ ମୋହର । ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ମୋହର । ପ୍ରତି ପଞ୍ଚାୟତକୁ ମିଳିବ ସ୍ୱତନ୍ତ୍ର ଅନୁଦାନ । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପାଇଁ ମିଳିବ ମାଗଣା ଜମି । ସେହିପରି ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ କୁଇ ଭାଷାକୁ ସ୍ଥାନ ଦାବି ପ୍ରସ୍ତାବରେ ମୋହର ।

Advertisment