୮୨ ବର୍ଷ ବୟସରେ କରୋନାକୁ ହରାଇଲେ ବୃଦ୍ଧା : ପଜିଟିଭ ପରେ ମାଲକାନଗିରି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ

୮୨ ବର୍ଷ ବୟସରେ କରୋନାକୁ ହରାଇଲେ ବୃଦ୍ଧା : ପଜିଟିଭ ପରେ ମାଲକାନଗିରି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ

କନକ ବ୍ୟୁରୋ : କରୋନାକୁ ନେଇ ପ୍ରତିଦିନ ଅନେକ ଦୁଃଖଦ ଖବର ସାମ୍ନାକୁ ଆସୁଛି । ଅନେକ ଘର ସଂସାର ଉଜୁଡି ଯିବାର ଚିତ୍ର ମଧ୍ୟ ସମସ୍ତଙ୍କୁ ବିଚଳିତ କରୁଛି । ଏହାରି ଭିତରେ ମାଲକାନଗିରିରୁ ଆସିଛି ଏକ ଭଲ ଖବର । କରୋନା ଭୁତାଣୁକୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮୨ ବର୍ଷୀୟା ବୃଦ୍ଧା । ମାଲକାନଗିରି କୁମୁଟିଗୁଡା ସାହିର ଟି. ତିରୁପତି ଆମ୍ମା ଗତ ୧୨ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ମାଲକାନଗିରି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ୬ ଦିନର ଉତମ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ତିରୁପତି ଅମ୍ମା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe