ଯାତ୍ରୀବାହୀ ବସ୍ ଉପରକୁ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ । ୮ ମୃତ, ୨୬ଯାତ୍ରୀ ଆହତ

Advertisment
ଯାତ୍ରୀବାହୀ ବସ୍ ଉପରକୁ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ । ୮ ମୃତ, ୨୬ଯାତ୍ରୀ ଆହତ

କନକ ବ୍ୟୁରୋ: ଚଳନ୍ତା ବସ ଉପରକୁ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ । ଫଳରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୨୬ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି କାଶ୍ମୀରର ଗିଲଗିତ୍ ବାଲତିସ୍ତାନ ନିକଟରେ । ବସଟି ଗିଲଗିତରୁ ରାଓଲପିଣ୍ଡି ଯାଉଥିବାବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଥିଲେ ।

ଚିଲାସର ଡେପୁଟି କମିସନର୍‌ ଆରିଫ୍‌ ଅହମଦ୍‌ କହିଛନ୍ତି, ୮ଜଣ ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଏଯାବତ୍‌ ୫ଜଣଙ୍କର ପରିଚୟ ମିଳିଛି। ଆହତ ହୋଇଥିବା ୨୬ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିଲାସର ଡେପୁଟି କମିସନର୍‌ ଆରିଫ୍‌ ଅହମଦ୍‌ କହିଛନ୍ତି, ୮ଜଣ ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଏଯାବତ୍‌ ୫ଜଣଙ୍କର ପରିଚୟ ମିଳିଛି। ଆହତ ହୋଇଥିବା ୨୬ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe