କୂଟନୀତିରେ ଭାରତକୁ ବଡ ସଫଳତା । କତାରରେ ଭାରତର ୮ ପୂର୍ବତନ ନୌସେନା ଅଧିକାରୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ଲାଗିଲା ରୋକ

କୂଟନୀତିରେ ଭାରତକୁ ବଡ ସଫଳତା । କତାରରେ ଭାରତର ୮ ପୂର୍ବତନ ନୌସେନା ଅଧିକାରୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ଲାଗିଲା ରୋକ

କନକ ବ୍ୟୁରୋ : କତାରରେ ଭାରତର ୮ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ମିଳିବ ନାହିଁ । କତାରର କୋର୍ଟ ମୃତ୍ୟୁଦଣ୍ଡା ଦେଶ ଦେଇଥିଲା । ଏବେ ଏହା ଉପରେ ରୋକ୍ ଲଗାଯାଇଛି । ଯାହା ଭାରତର କୂଟନୀତିକୁ ବଡ ସଫଳତା । ଭାରତ କତାର କୋର୍ଟର ରାୟକୁ ଚ୍ୟାଲେଞ୍ଜ କରିଥିଲା । ଏବେ ଦଣ୍ଡ କୋହଳ ହେବା ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏବଂ ନୌସେନା ଅଧିକାରୀଙ୍କ ପରିବାର ପାଇଁ ଏକ ବଡ଼ ସଫଳତା । ଅକ୍ଟୋବର ମାସରେ କୋର୍ଟ ଫାଶୀଦଣ୍ଡାଦେଶ ଦେଇଥିଲେ । ଅଭିଯୋଗ ରହିଥିଲା ଭାରତୀୟ ଅଧିକାରୀ ଗୁଇନ୍ଦାଗିରି କରୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe