ଧାମନଗରରେ ଆଗେଇ ଚାଲିଛି ବିଜେପି : ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡିଠୁ ୫,୨୦୦ ଭୋଟରେ ଆଗୁଆ ବିଜେପି

ଧାମନଗରରେ ଆଗେଇ ଚାଲିଛି ବିଜେପି : ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡିଠୁ ୫,୨୦୦ ଭୋଟରେ ଆଗୁଆ ବିଜେପି

କନକ ବ୍ୟୁରୋ : ଧାମନଗର ବାଜି । ସପ୍ତମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ଆଗରେ ରହିଛନ୍ତି । ସପ୍ତମ ରାଉଣ୍ଡରେ ୯୦୮ ଭୋଟରେ ଆଗୁଆ ବିଜେପି, ୭ମ ରାଉଣ୍ଡ ଶେଷ ସୁଦ୍ଧା ୫୨୦୦ ଭୋଟରେ ସୁରଜ ସୂର୍ଯ୍ୟବଂଶୀ ଆଗୁଆ ରହିଛନ୍ତି ।

୪ଟି ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୨୫ହଜାର ୯୦୮ ଖଣ୍ଡ ଭୋଟ ମିଳିଥିବା ବେଳେ ସୁରଜ ସୂର୍ଯ୍ୟବଂଶୀଙ୍କୁ ୩୧ ହଜାର ୧୦୮ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ହଜାରେ ୧୨୨, ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କୁ ହଜାରେ ୪ହଜାର ୯୫୩ ଖଣ୍ଡ ଭୋଟ ମିଳିଥିବା ବେଳେ ନୋଟାରେ ପଡିଛି ୨୬୨ ଖଣ୍ଡ ଭୋଟ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗରେ ରହିଥିବା ବେଳେ ବିଜେପି ଶିବିରରେ ଉତ୍ସାହ ଖେଳି ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe