ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଦେବେ ୭୯ଲକ୍ଷ ଭୋଟର । ଇଭିଏମରେ ସିଲ ହେବ ୨୬୫ ପ୍ରାର୍ଥୀଙ୍କ ଭାଗ୍ୟ ।

Advertisment
ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଦେବେ ୭୯ଲକ୍ଷ ଭୋଟର । ଇଭିଏମରେ ସିଲ ହେବ ୨୬୫ ପ୍ରାର୍ଥୀଙ୍କ ଭାଗ୍ୟ ।

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନେଇ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ୫ ଲୋକସଭା ଓ ଏହା ଅଧିନରେ ଥିବା ୩୫ଟି ବିଧାନସଭା ଆସନରେ ପଡ଼ିବ ଭୋଟ୍ । ଇଭିଏମରେ ସିଲ ହେବ ୨୬୫ ପ୍ରାର୍ଥୀଙ୍କ ଭାଗ୍ୟ । ଦ୍ୱିତୀୟ ପର୍ଯ୍ୟାୟରେ ୭୯ଲକ୍ଷ ୬୯ହଜାର ୮୮୭ ଭୋଟର ରହିଛନ୍ତି । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କାରେ ୯ହଜାର ୧୬୨ଟି କେନ୍ଦ୍ରରେ ହେବ ମତଦାନ । ମୁତୟନ ହେବେ ୧୦୨ କମ୍ପାନୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe