କନକ ବ୍ୟୁରୋ: ତୀର୍ଥଯାତ୍ରୀ ଓ ଭକ୍ତଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥର ପଦକ୍ଷେପ । ସୁନାବେଶ ଓ ଅଧରପଣା ସମୟରେ ପୁରୀକୁ ଗଡ଼ିବ ୭୬ ସ୍ୱତନ୍ତ୍ର ଟ୍ରେନ ସୁନାବେଶ ପାଇଁ ୪୩ ଓ ଅଧରପଣା ପାଇଁ ୩୩ଟି ଟ୍ରେନ୍
ପୁରୀକୁ ସହଜରେ ଆସିପାରିବେ । ଠାକୁରଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ, ଭକ୍ତଙ୍କ ସୁବିଧା ପାଇଁ ୨୪ ଘଣ୍ଟିଆ କଂଟ୍ରୋଲ ରୁମ ଖୋଲାଯାଇଛି। ଷ୍ଟେସନରେ ଅତିରିକ୍ତ ବୁକିଂ କାଉଣ୍ଟର ଖୋଲାଯାଇଛି।
ପୁରୀକୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ:
କେଉଁଠୁ କେଉଁଠିକୁ
ପାରାଦୀପ ପୁରୀ
ଅନୁଗୁଳ ପୁରୀ
ଭଦ୍ରକ ପୁରୀ
ଜୁନାଗଡ଼ ରୋଡ ପୁରୀ
ଖୋର୍ଦ୍ଧାରୋଡ ପୁରୀ
ଦଶପଲ୍ଲା ପୁରୀ
ସୋମପେଟା ପୁରୀ
ପଲାସା ପୁରୀ
କେନ୍ଦୁଝରଗଡ଼ ପୁରୀ
ଗୁଣପୁର ପୁରୀ
ଜଗଦଲପୁର ପୁରୀ
ସୋନପୁର ପୁରୀ
ସମ୍ୱଲପୁର ପୁରୀ