କନକ ବ୍ୟୁରୋ : ପାଣି ନାହିଁ , ଇଲେକ୍ଟ୍ରି ନାହିଁ, ବଂଚିବା ମୁସକିଲ । ରାଜଧାନୀରେ ଘରେ ରହୁଥିବା ଲୋକେ ଏପରି ସମସ୍ୟା ଭିତରେ ଦିନରାତି କାଟୁଥିବା ବେଳେ ଥରେ ଚିନ୍ତା କରନ୍ତୁ ବାଣୀବିହାର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ କିପରି ଅବସ୍ଥାରେ ରହୁଥିବେ । ପାଣି ଓ ବିଦ୍ୟୁତ ସମସ୍ୟାର ମୁକାବିଲା କରିବାରେ ଅକ୍ଷମତା ପ୍ରକାଶ କରିଥିବା ଛାତ୍ରଛାତ୍ରୀ ଏବେ ଘର ମୁହାଁ ହୋଇଛନ୍ତି । ଆଜି ବସଷ୍ଟପରେ ଦେଖିବାକୁ ମିଳିଥିଲା ଛାତ୍ରଛାତ୍ରୀଙ୍କ ଭିଡ । ସେମାନଙ୍କ କହିବା ହେଲା, ଏଟିଏମରୁ ଟଙ୍କା ଉଠୁନି, ପାଇପରେ ପାଣି ଆସୁନି ତେଣୁ ହଷ୍ଟେଲରେ ବଂଚିବା କଷ୍ଟକର ବ୍ୟାପର ହୋଇପଡିଛି ।
/kanak/media/post_attachments/wp-content/uploads/2019/05/utkal-300x201.jpg)
/kanak/media/post_attachments/wp-content/uploads/2019/05/vlcsnap-2019-05-03-11h10m42s166-300x169.png)