ପୁରୀରେ ଚାଂଚଲ୍ୟ: ହସ୍ପିଟାଲ ପଛପାଖରୁ ମିଳିଲା ୭ରୁ ଅଧିକ ଖପୁରୀ, ଗୁଣିଗାରେଡି କିମ୍ବା ଖପୁରୀ ଚାଲାଣ ର‌୍ୟାକେଟର ହାତ ଥିବା ସନ୍ଦେହ

Advertisment

କନକ ବ୍ୟୁରୋ: ପୁରୀରେ ଚାଂଚଲ୍ୟ । ପୁରୀର ଏକ ହସ୍ପିଟାଲ ପଛପଟୁ ମିଳିଛି ୭ରୁ ଅଧିକ ଖପୁରୀ । ଏହି ମଣିଷ ଖପୁରୀ ସହରର କମଳା ହସପିଟାଲ ପଛପାଖ ବସ୍ତା ଭିତରେ ବନ୍ଧା ହୋଇ ପଡିଛି । ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସନ୍ଦେହ କରାଯାଉଛି କେହି ଜଣେ ଭୟ ସୃଷ୍ଟି କରିବା ବାହାରୁ ଆଣି ଏଠାରେ ପକାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe