କନକ ବ୍ୟୁରୋ: ପୁରୀରେ ଚାଂଚଲ୍ୟ । ପୁରୀର ଏକ ହସ୍ପିଟାଲ ପଛପଟୁ ମିଳିଛି ୭ରୁ ଅଧିକ ଖପୁରୀ । ଏହି ମଣିଷ ଖପୁରୀ ସହରର କମଳା ହସପିଟାଲ ପଛପାଖ ବସ୍ତା ଭିତରେ ବନ୍ଧା ହୋଇ ପଡିଛି । ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସନ୍ଦେହ କରାଯାଉଛି କେହି ଜଣେ ଭୟ ସୃଷ୍ଟି କରିବା ବାହାରୁ ଆଣି ଏଠାରେ ପକାଇଛନ୍ତି ।
ପୁରୀରେ ଚାଂଚଲ୍ୟ: ହସ୍ପିଟାଲ ପଛପାଖରୁ ମିଳିଲା ୭ରୁ ଅଧିକ ଖପୁରୀ, ଗୁଣିଗାରେଡି କିମ୍ବା ଖପୁରୀ ଚାଲାଣ ର୍ୟାକେଟର ହାତ ଥିବା ସନ୍ଦେହ
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)