ଖୋଲିଲା ହୀରାକୁଦର ଆଉ ୭ଟି ଗେଟ୍ ; ଅପରାହ୍ନ ୪ଟା ସୁଦ୍ଧା ଖୋଲିବ ମୋଟ ୨୦ଟି ଗେଟ୍

Advertisment
ଖୋଲିଲା ହୀରାକୁଦର ଆଉ ୭ଟି ଗେଟ୍ ; ଅପରାହ୍ନ ୪ଟା ସୁଦ୍ଧା ଖୋଲିବ ମୋଟ ୨୦ଟି ଗେଟ୍

କନକ ବ୍ୟୁରୋ: ହୀରାକୁଦ ଡ୍ୟାମରୁ ଆଜି ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଉଛି । ପ୍ରଥମେ ୭ଟି ଗେଟ୍ ଖୋଲାଯାଇଥିବାବେଳେ ୧୨ଟା ସମୟରେ ଆଉ ୭ଟି ଗେଟ୍ ଖୋଲାଯାଇଛି । ବାମ ପାଶ୍ୱର୍ରେ ୧୦ଟି ଓ ଡାହାଣ ପାଶ୍ୱର୍ରେ ୪ଟି ଗେଟ୍ ଖୋଲା ହୋଇଛି । ଆଜି ଅପରାହ୍ନ ୪ଟା ସୁଦ୍ଧା ୨୦ଟି ଗେଟ୍ ଖୋଲାଯିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଡ୍ୟାମର ଗେଟ୍ ଖୋଲା ହେବା ଯୋଗୁଁ ତଳିଆ ତଥା ନଦୀ କୂଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଳାଇବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସଚେତନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe