କନକ ବ୍ୟୁରୋ : ମୁମ୍ବାଇର ଗୋରେଗାଁଓରେ ଥିବା ୭ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ । ନିଆଁରେ ଜଳି ୬ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ୨ଟି ହସ୍ପିଟାଲରେ ୩୯ଜଣଙ୍କ ଚିକିତ୍ସା ଚାଲିଛି । ବିଲ୍ଡିଂର ପାର୍କିଂରେ ଥିବା ବହୁ ଗାଡି ଜଳି ପାଉଁଶ ହୋଇଯାଇଛି । ୪ଟି କାର ସହିତ ୩୦ରୁ ଅଧିକ ବାଇକ ଜଳି ଯାଇଛି ।
୭ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ : ନିଆଁରେ ଜଳି ୬ଜଣ ଲୋକଙ୍କ ମୃତ୍ୟୁ, ୪ଟି କାର ସହିତ ୩୦ରୁ ଅଧିକ ବାଇକ ପୋଡି ପାଉଁଶ
/kanak/media/post_attachments/wp-content/uploads/2023/10/ujmhytjhjmn.jpg)