କନକ ବ୍ୟୁରୋ: ଭୋଟ୍ ଦେଉଛି ଓଡିଶା । ଶେଷ ପର୍ଯ୍ୟାୟରେ ଆଜି ରାଜ୍ୟର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ । ତେବେ ମିଳିଥିବା ସୂଚନା ମୁତାବକ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ଭୋଟ୍ ପଡିଛି । ବାଲେଶ୍ୱର ଜିଲ୍ଲାରେ ୭.୭୭ ପ୍ରତିଶତ ଭୋଟ୍ ପଡିଥିବାବେଳେ, ଭଦ୍ରକ ଜିଲ୍ଲାରେ ୭.୭୯ ପ୍ରତିଶତ ଭୋଟ୍ ପଡିଛି । ଅନ୍ୟପଟେ କଟକ ଜିଲ୍ଲାରେ ୬.୭୯ ପ୍ରତିଶତ, ଜଗତସିଂହପୁରରେ ୮.୨୩ ପ୍ରତିଶତ, ଯାଜପୁରରେ ୭.୭୪ ପ୍ରତିଶତ, କେନ୍ଦ୍ରାପଡାରେ ୭.୯୦ ପ୍ରତିଶତ, ମୟୂରଭଞ୍ଜରେ ୭.୧୦ ପ୍ରତିଶତ ଏବଂ ପୁରୀ ଜିଲ୍ଲାରେ ୮.୯୦ ପ୍ରତିଶତ ମତଦାନ ହେଇଛି ।
#ଭୋଟ୍_ଦେଉଛି_ଓଡିଶା
ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ
ବାଲେଶ୍ୱରରେ ୭.୭୭ ପ୍ରତିଶତ
ଭଦ୍ରକରେ ୭.୭୯ ପ୍ରତିଶତ
ଜଗତସିଂହପୁରରେ ୮.୨୩ ପ୍ରତିଶତ
ଯାଜପୁରରେ ୭.୭୪ ପ୍ରତିଶତ
କେନ୍ଦ୍ରାପଡାରେ ୭.୯୦ ପ୍ରତିଶତ ମତଦାନ #Vote#Odisha#ElectionWithKanakNews#KanakNewspic.twitter.com/cL3stinLKd— Kanak News (@kanak_news) June 1, 2024
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/11/vote-fa-750x430-1.jpg)