କନକବ୍ୟୁରୋ:ଓଡିଶାରେ ଷଷ୍ଠ ପର୍ଯ୍ୟାୟ ଭୋଟ ଆସନ୍ତା ମେ ୨୫ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ୬ଟି ଲୋକସଭା ସହ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ପ୍ରକ୍ରିୟା ହେବାକୁ ଯାଉଛି । ରାଜନୈତିକ ହିଂସା ,ସହ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଶୁନ୍ୟ ସହନଶୀଳତା ଅବଲମ୍ବନ କରିୁଛନ୍ତି ମୁଖ୍ୟ ନିର୍ବାଚନ କମିଶନ ଅଧିକାରୀ । ଏଭଳି ପରିସ୍ଥିତିକୁ ଏଡାଇବା ସହ ଶାନ୍ତିଶୃଙ୍ଖଳା ପରିସ୍ଥିୁତିରେ ମତଦାନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ମୁଖ୍ୟ ନିର୍ବାଚନ ମିଶନଙ୍କ ପ୍ରେସମିଟ । କହିଲେ ରାଜନୈତିକ ହିଂସା ,ଆଇନଶୃଙ୍ଖଳା ପରିସ୍ଥିତି ଉପରେ ରହିଛି ନଜର ।
/kanak/media/post_attachments/wp-content/uploads/2024/05/Screen-Shot-2024-05-23-at-12.11.03-PM-1.png)