କନକ ବ୍ୟୁରୋ: ଆଜି ଅନୁଷ୍ଠିତ ହୋଇଯାଇଛି ୬୭ ତମ ଜାତୀୟ ଫିଲ୍ମ ଆୱାର୍ଡ ଉତ୍ସବ । ଏଥିରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ପିଲ୍ମ ଜଗତର ଶ୍ରେଷ୍ଠ ସମ୍ମାନ ଦାଦା ସହେବ ଫାଲକେ ଆୱାର୍ଡରେ ସମ୍ମାନୀତ କରାଯାଇଛି । /kanak/media/post_attachments/wp-content/uploads/2021/10/d1-1024x572.jpg)
ଶ୍ରେଷ୍ଠ ଅଭିନେତ୍ରୀ ଭାବେ କଙ୍ଗନା ରଣାୱତଙ୍କ(ପଙ୍ଗା, ମଣିକର୍ଣ୍ଣିକା), ଶ୍ରେଷ୍ଠ ଅଭିନେତା ପାଇଁ ମନୋଜ ବାଜେପେୟୀ(ଭୋଂସଲେ) ଓ ଧନୁଶ(ଅସୁରନ୍)ଙ୍କୁ ପୁରସ୍କୁୃତ କରାଯାଇଛି । ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଆୱାର୍ଡ ଫିଲ୍ମ ‘ଛିଛୋରେ’କୁ ମିଳିଛି । ସ୍ୱର୍ଗତ ତଥା ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଏହି ଫିଲ୍ମ ୨୦୧୯ ରେ ରିଲିଜ୍ ହୋଇଥିଲା ।
ଏହି କ୍ରମରେ ପୁରସ୍କାର ତାଲିକା :
ଶ୍ରେଷ୍ଠ ପାଶ୍ୱର୍ ଅଭିନେତା – ବିଜୟ ସେଥୁପତି
ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ- ପଲ୍ଲବୀ ଯୋଶୀ
ଶ୍ରେଷ୍ଠ ନିର୍ଦ୍ଦେଶକ- ସଞ୍ଜୟ ପୁରନ୍ ସିଂହ
ଶ୍ରେଷ୍ଠ ଲିରିକ୍- ପ୍ରଭା ବର୍ମା (କାଲାମ୍ବି, ତାମିଲ)
ଶ୍ରେଷ୍ଠ ହିନ୍ଦୀ ଫିଲ୍ମ- ‘ଛିଛୋରେ’
ଶ୍ରେଷ୍ଠ ଓଡିଆ ଫିଲ୍ମ- ‘କାଲିର ଅତୀତ’ ଓ ‘ସଲା ବୁଢାର ବଦଲା’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/27-22.jpg)
/kanak/media/post_attachments/wp-content/uploads/2021/10/f1.jpg)