ମୁମ୍ବାଇ ୱର୍ଲିରେ ପ୍ରଦାନ କରାଯାଇଛି ୬୩ ତମ ଫିଲ୍ମ ଫେୟାର ଆୱାର୍ଡ । ୨୦୧୭ ପାଇଁ ବିଭିନ୍ନ ବର୍ଗରେ ହିନ୍ଦି ସିନେମାକୁ ପୁରସ୍କୃତ କରାଯାଇଛି । ବଲିଉଡ ବାଦଶାହ ଶାହାରୁଖ ଖାନ ଓ ଫିଲ୍ମମେକର କରଣ ଜୋହର ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ । ପ୍ରଥମଥର ଲାଗି ମୁଖ୍ୟ ଧାରାର ସିନେମାକୁ ମାତ ଦେଇ ଭିନ୍ନ ଧରଣର ସିନେମାଗୁଡିକ ପୁରସ୍କାର ହାତେଇ ନେଇଛନ୍ତି । ଇରଫାନ ଖାନ ଓ ରାଜକୁମାର ରାଓଙ୍କ ପରି ଅଭିନେତା ବଲିଉଡର ଆଗଧାଡିର ଖାନ ଓ କୁମାରଙ୍କୁ ପଛରେ ପକାଇ ଦେଇଛନ୍ତି ।
୬୩ ତମ ଜିଓ ଫିଲ୍ମଫେୟାର ପୁରସ୍କାର ! ଇରଫାନ ଖାନ ଶ୍ରେଷ୍ଠ ଅଭିନେତା, ବିଦ୍ୟାବାଲାନ ଶ୍ରେଷ୍ଠ ଅଭିନେତ୍ରୀ
/kanak/media/post_attachments/wp-content/uploads/2018/01/untitled-collage-1516495782.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)