କନକ ବ୍ୟୁରୋ: ଭାରତ ବିରୋଧରେ ଚୀନର ମେଗା ପ୍ଲାନ । ସୀମାକୁ ଲାଗି ଏବେ ସୁଦ୍ଧା ୬୨୪ ଗାଁ ନିର୍ମାଣ କରିସାରିଲାଣି । ଏହି ଦାବି କରିଛି ସିଏସଆଇଏସ ବା ସେଂଟର ଫର ଇଂଟରନ୍ୟାନଲ ଅଫ ଷ୍ଟାଟେଜିକ ଷ୍ଟଡିଜ । ଏହି ଗାଁ ଗୁଡିକ ଠିକ ହିମାଚଳପ୍ରଦେଶକୁ ଲାଗି ଥିବା ଭାରତ -ଚୀନ ସୀମାରେ ନିର୍ମାଣ କରିଛି ବେଜିଂ । ଗତ ୪ବର୍ଷ ଭିତରେ ଦ୍ରୁତ ଗତିରେ ନିର୍ମାଣ କରି ୬୨୪ ଗାଁ ତିଆରି କରିବା ସହ ଏହାକୁ ନଜରରେ ରଖିବାକୁ ସୈନିକ ନିୟୋଜିତ କରିଛି ଚୀନ । ବିଶେଷଜ୍ଞଙ୍କ ମତରେ ଗଲୱାନ ଘାଟି ହିଂସା ପରେ ଉଭୟ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଚାଲିଛି । ଏହା ଭିତରେ ସୀମାକୁ ଲାଗି ଚୀନ ଗାଁ, ହେଲିପ୍ୟାଡ, ରାସ୍ତା ନିର୍ମଣ କରିବା ଭାରତ ପାଇଁ ଆଗକୁ ସମସ୍ୟା ଆଣିପାରେ ।
ଭାରତ ସୀମାକୁ ଲାଗି ଚୀନର ୬୨୪ ଗାଁ । ସିଏସଆଇଏସ ରିପୋର୍ଟରେ ଖୁଲ୍ଲାସା ।
/kanak/media/post_attachments/wp-content/uploads/2024/05/34-19.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)