ସମ୍ବଲପୁର ସାଇଫନରେ ଜାଲରେ ପଡିଲା ୬୦ କିଲୋର ମାଛ । ୪ରୁ ୫ ଜଣ ଜାଲ ଟାଣି ଉଠାଇଲେ ମାଛ ।

Advertisment
ସମ୍ବଲପୁର ସାଇଫନରେ ଜାଲରେ ପଡିଲା ୬୦ କିଲୋର ମାଛ । ୪ରୁ ୫ ଜଣ ଜାଲ ଟାଣି ଉଠାଇଲେ ମାଛ ।

କନକ ବ୍ୟୁରୋ : ଜାଲରେ ପଡିଲା ୬୦ କେଜିର ମାଛ । ମହାନଦୀରେ ମତ୍ସ୍ୟଜୀବିଙ୍କ ଜାଲରେ ପଡିଛି ବିରାଟକାୟ ମାଛ । ସମ୍ବଲପୁର ବୁର୍ଲା ସାଇଫନ ଅଂଚଳରେ ମତ୍ସ୍ୟଜୀବି ମାନେ ୬୦ କେଜିର ମାଛ ଧରିଛନ୍ତି । ମାଛର ନାଁ ବୁଦିଆ ମାଛ ବୋଲି ମତ୍ସ୍ୟଜୀବି କହିଛନ୍ତି ।

ମତ୍ସ୍ୟଜିବୀ ମାନେ ସବୁଦିନ ପରି ମାଛ ମାରୁଥିବାବେଳେ ଏହି ବିରାଟକାୟ ମାଛଟି ଜାଲରେ ପଡିଥିଲା । ତେବେ ଜଣେ ମତ୍ସ୍ୟଜୀବି ଜାଲ ଟାଣିବାରେ ଅସମର୍ଥ ହେବାରୁ ୪ରୁ ୫ଜଣ ଜାଲ ଟାଣି ମାଛକୁ ବାହାରକୁ ଆଣିଥିଲେ । ଏହା ପରେ ୨ଜଣ ମାଛକୁ କାନ୍ଧରେ ବୋହି ବାହାରକୁ ଆଣିଥିଲେ । ପରେ ସହରର ଏକ ହୋଟେଲରେ ଏହାକୁ ବିକ୍ରି କରିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe