ବାଲିଗୁଡା ବଡ଼ଗାଁ ଖଡଗ ନଦୀ କୂଳରେ ବାଘ ଆତଙ୍କ : ବିଭିନ୍ନ ସ୍ଥାନରେ ଲାଗିଲା ୬ଟ୍ରାପ କ୍ୟାମେରା; ଗୁଜବ ଉପରେ ବିଶ୍ୱାସ ନକରିବାକୁ ବନ ବିଭାଗର ଅନୁରୋଧ

Advertisment
ବାଲିଗୁଡା ବଡ଼ଗାଁ ଖଡଗ ନଦୀ କୂଳରେ ବାଘ ଆତଙ୍କ : ବିଭିନ୍ନ ସ୍ଥାନରେ ଲାଗିଲା ୬ଟ୍ରାପ କ୍ୟାମେରା; ଗୁଜବ ଉପରେ ବିଶ୍ୱାସ ନକରିବାକୁ ବନ ବିଭାଗର ଅନୁରୋଧ

କନକ ବ୍ୟୁରୋ : ବାଘ ଉପରେ ନଜର ରଖିବ ଟ୍ରାପ କ୍ୟାମେରା । ବଡ଼ଗାଁ ଖଡ଼ଗ ନଦୀ କୂଳରେ ବାଘ ଆତଙ୍କ ପରେ ଟ୍ରାପ୍ କ୍ୟାମେରା ଲଗାଇବାକୁ ନିଷ୍ପତି ନେଇଛି ବନବିଭାଗ । ସୂଚନା ଅନୁସାରେ, ଖଡଗ ନଦୀ ପମ୍ପ ହାଉସ ପାଖରେ ବାଘ ବୁଲୁଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବାଘର ଗତିନିଧି ଉପରେ ନଜର ରଖିଛି । ତେବେ ଲୋକଙ୍କ ଭୟ ଦୂର କରିବା ପାଇଁ ବନବିଭାଗ ଉକ୍ତ ଅଞ୍ଚଳରେ ୬ଟି ଟ୍ରାପ କ୍ୟାମେରା ଲଗାଇଛି । ସେପଟେ ସ୍ଥାନୀୟ ଅଂଚଳରେ ବାଘଙ୍କ ଉପସ୍ଥିତି ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ପଡ଼ିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe