ନାଳରେ ଖସିପଡିଲା କାର୍, ଅକାଳରେ ଚାଲିଗଲା ୬ ଜୀବନ

ନାଳରେ ଖସିପଡିଲା କାର୍, ଅକାଳରେ ଚାଲିଗଲା ୬ ଜୀବନ

କନକ ବ୍ୟୁରୋ: କାନପୁର ଦେହାତ୍ ଜଗନ୍ନାଥପୁର ଗାଁ ନିକଟରେ ଭୀଷଣ ଦୁର୍ଘଟଣା । ଗୋଟିଏ ପରିବାର ଏକ ଉତ୍ସବରେ ଯୋଗ ଦେଇ ରବିବାର ବିଳମ୍ବିତ ରାତିରେ ଫେରୁଥିବାବେଳେ ଏକ ଗଭୀର ନାଳକୁ ଖସିପଡିଥିଲା । ଫଳରେ ଏଥିରେ ଥିବା ୬ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଶିଶୁ ଥିବା ମଧ୍ୟ ଜଣାପଡିଛି । ସମସ୍ତ ମୃତକ ଡେରାପୁର ଶିରୋଜପୁରର ବାସିନ୍ଦା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe