କନକ ବ୍ୟୁରୋ : ଦିଲ୍ଲୀ ଶାସ୍ତ୍ରୀ ପାର୍କରେ ମଶା ଧୂପରୁ ନିଆଁ ଲାଗି ୬ଜଣଙ୍କ ମୃତ୍ୟୁ ହୋଇଛି । ମଶା ଧୂପରୁ ନିଆଁ ତକିଆରେ ଲାଗି ଘର ଜଳି ଯାଇଛି । ଏଥିରେ ଶ୍ୱାସରୁଦ୍ଧ ହୋଇ ୪ଜଣ ଓ ନିଆଁରେ ପୋଡି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ।