ଭୁବନେଶ୍ୱର ସ୍ଥିତ ୫ଟି ସ୍କୁଲ ବୁଲିଲେ ଭି.କେ.ପାଣ୍ଡିଆନ: ପରିଦର୍ଶନ ବେଳେ ଶିକ୍ଷକଙ୍କ ସହ କଲେ ଆଲୋଚନା; ସ୍କୁଲର ସର୍ବାଙ୍ଗୀନ ଉନ୍ନତି ପାଇଁ କଣ ଜରୁରୀ ପଚାରି ବୁଝିଲେ

ଭୁବନେଶ୍ୱର ସ୍ଥିତ ୫ଟି ସ୍କୁଲ ବୁଲିଲେ ଭି.କେ.ପାଣ୍ଡିଆନ: ପରିଦର୍ଶନ ବେଳେ ଶିକ୍ଷକଙ୍କ ସହ କଲେ ଆଲୋଚନା; ସ୍କୁଲର ସର୍ବାଙ୍ଗୀନ ଉନ୍ନତି ପାଇଁ କଣ ଜରୁରୀ ପଚାରି ବୁଝିଲେ

କନକ ବ୍ୟୁରୋ: ସକାଳୁ ସକାଳୁ ଭୁବନେଶ୍ୱରରେ ସ୍କୁଲ ପରିଦର୍ଶନ କଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ବିଏମସି ଅଂଚଳରେ ଥିବା ୟୁନିଟ ୬, ୟୁନିଟ ୧, କ୍ୟାପିଟାଲ ହାଇସ୍କୁଲ, ୟୁନିଟ ୯ ବାଳିକା ବିଦ୍ୟାଳୟ ଏବଂ ଆଇଆରସି ଭିଲେଜ ହାଇସ୍କୁଲ ପରିଦର୍ଶନ କରିଛନ୍ତି ପାଣ୍ଡିଆନ ।

publive-image

ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଶିକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରିଛନ୍ତି । ସାଇନ୍ସ ଲ୍ୟାବ, ସ୍ମାର୍ଟ କ୍ଲାସ ରୁମ୍, ଲାଇବ୍ରେରୀ ରିଡ଼ିଂ ରୁମ୍, ଓ ସ୍କୁଲ ଗୁଡ଼ିକରେ ଖେଳ ବ୍ୟବସ୍ଥା ନେଇ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ କିପରି ଭଲ ରେଜଲ୍ଟ କରିବେ ସେନେଇ ମଧ୍ୟ ଆଲୋଚନା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe