କନକ ବ୍ୟୁରୋ: ଖୋର୍ଦ୍ଧାରେ ମୋ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ୬ ସୂତୀ ମନ୍ତ୍ରର ଉପଦେଶ ଦେଲେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । କହିଛନ୍ତି ଜୀବନରେ ସଫଳତା ପାଇବାକୁ ହେଲେ ସୁସ୍ଥ ଶରୀର, ଶାରୀରିକ ପରିଶ୍ରମ, ୧୫ ମିନିଟ୍ ଯୋଗ ଓ ୧୪ ଘଣ୍ଟା ପରିଶ୍ରମ ଏବଂ ବାପା ମା’ଙ୍କ କଥା ମାନିବାକୁ ପଡ଼ିବ । ଏହା ସହ କଠିନ ପରିଶର୍ମର ଆବଶ୍ୟକତା ରହିଛି । ଖୋର୍ଦ୍ଧା ହାବେଳି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଫାଇଭ ଟି ଅଧ୍ୟକ୍ଷ ଯୋଗ ଦେଇ ୬ ସ୍ୱତ୍ରୀ ମନ୍ତ୍ରର ଉପଦେଶ ଦେଇଥିଲେ ।
ଖୋର୍ଦ୍ଧାରେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । କଲେଜ ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳତାର ୬ ମନ୍ତ୍ର ।
/kanak/media/post_attachments/wp-content/uploads/2024/01/20-8.jpg)