ଆଜି କଟକ ସହରରୁ ୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସ୍ଥାନୀୟ ଅଞ୍ଚଳରୁ ୨୬ ପଜିଟିଭ୍ ।

Advertisment
ସବୁ ଆକଳନକୁ ଭୁଲ କଲା ଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ । ଫେଲ ମାରିଲା ବୈଜ୍ଞାନକିଙ୍କ ମୋଡେଲ । ସାଢେ ୩ଲକ୍ଷ ଉପରେ ଦୈନିକ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ଆଜି କଟକ ସହରରୁ ମୋଟ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୨୭ ଜଣ ଓ ସ୍ଥାନୀୟ ଅଂଚଳରୁ ୨୬ ଜଣ ଅଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୨ ଜଣ ପୁରୁଷ କୋଭିଡ ଯୋଦ୍ଧା, ୮ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି । ଗୃହ ସଂଗରୋଧରୁ ଚିହ୍ନଟ ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଫୁଲନଖରାରୁ ୩ ଜଣ, ଚାଉଳିଆଗଂଜରୁ ୨ ଜଣ, ବାଖରାବାଦ, କନିକା ଛକ, ବିଡ଼ାନାସୀ, ଚାନ୍ଦିନୀ ଛକ, ବିଡାନାସୀ, ଚାନ୍ଦିନିଚୌକ, ଜଗତପୁର, ସିଡିଏ ସେକ୍ଟର-୬, ନୂଆପଡ଼ାରୁ ଜଣେ ଲେଖାଏଁ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe