ଆଇସକ୍ରିମ୍ ଖାଇ ୫୦ ଅସୁସ୍ଥ । ୩ଟି ଗାଁର ମହିଳା ଓ ଶିଶୁ ଝାଡାବାନ୍ତିରେ ଆକ୍ରାନ୍ତ

475

କନକ ବ୍ୟୁରୋ : ପଟ୍ଟାଙ୍ଗୀରୁ ଆସିଲା ଏକ ବଡ ଖବର । ଆଇସକ୍ରିମ୍ ଖାଇ ୫୦ରୁ ଅଧିକ ଲୋକ ଅସୁସ୍ଥ । ୩ଟି ଗାଁର ମହିଳା ଓ ଶିଶୁ ଝାଡାବାନ୍ତିରେ ଆକ୍ରାନ୍ତ । ସମସ୍ତଙ୍କୁ ସୁନାବେଡା ଓ ମାଥାଲପୁଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଆକ୍ରାନ୍ତ ବଦଳିଗୁଡା, ଘାଟଗୁଡା ଓ ଦୁଧାରୀ ଗାଁର ହୋଇଥିବା ଜଣାପଡିଛି ।