ସରିଲା ପୌର ନିର୍ବାଚନ ପାଇଁ ଭୋଟିଂ । ୫ଟା ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ।

ସରିଲା ପୌର ନିର୍ବାଚନ ପାଇଁ ଭୋଟିଂ । ୫ଟା ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ।

କନକ ବ୍ୟୁରୋ : ରାଜ୍ୟରେ ପୌର ନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ ପ୍ରକ୍ରିୟା । ପଞ୍ଚାୟତ ନିର୍ବାଚନ ଅପେକ୍ଷା ପୌର ନିର୍ବାଚନରେ କମିଛି ଭୋଟ ପ୍ରତିଶତ । ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ୫ଟା ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ତେବେ ରାଜଧାନୀରେ ସଚେତନ ଓ ଶିକ୍ଷିତ ଭୋଟର ଥାଇ ବି କାହିଁକି କମୁଛି ମତଦାନ ହାର, ତାହା ଏବେ ସବୁଠୁ ବଡ ପ୍ରଶ୍ନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe