କନକ ବ୍ୟୁରୋ : ବାଲେଶ୍ୱର ବସ୍ତା ୬୦ନମ୍ବର ଜାତୀୟ ରାଜପଥ ରୂପସା ନିକଟରେ ୧୦୮ଦୁର୍ଘଟଣା । ୧୦୮ଆମ୍ବୁଲାନ୍ସ ଏବଂ ପିକ୍ ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ଯୋଗୁଁ ଆମ୍ବୁଲାନ୍ସ ଡ୍ରାଇଭର ଓ ହେଲପର ସମେତ ୫ଜଣ ଗୁରୁତର । ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାଲେଶ୍ୱରକୁ ରୋଗୀ ନେଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।

Advertisment