କନକ ବ୍ୟୁରୋ: ସୁନ୍ଦରଗଡ ବଡ଼ଗାଁ ଥାନା ବିଜୁ ଏକ୍ସପ୍ରେସୱେର ଝାରମୁଣ୍ଡ ନିକଟରେ ଦୁର୍ଘଟଣା । ଶୌଚ ପାଇଁ ଯାଇ ରାସ୍ତା ପାରି କରୁଥିବା ସମୟରେ ଚଢ଼ିଗଲା କାର, ଘଟଣା ସ୍ଥଳ ରେ ୨ ମୃତ । ଅଞ୍ଚଳ ରେ ଉତ୍ତେଜନା, କାରକୁ ଗୋଡ଼ାଇ ଧରିଲେ ସ୍ଥାନୀୟ ଅଞ୍ଚଳ ବାସୀ ।
ସେପଟେ ପଟାଙ୍ଗି ଥାନା ଅନ୍ତର୍ଗତ ଯୋଡ଼ିମାଦେଲି ଘାଟି ତଳକୁ କାର ଖସି ବଡ଼ ଦୁର୍ଘଟଣା ଘଟିଛି । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଛି । ଛତିଶଗଡ଼ରୁ ଆନ୍ଧ୍ର ଯାଉଥିବା ବେଳେ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/acc.jpg)