ଭୁବନେଶ୍ୱର ସୂର୍ଯ୍ୟ ନଗରରେ ଆୟକର ବିଭାଗର ଚଢ଼ାଉ: ଗାଡି ଭିତରୁ ମିଳିଲା ନଗଦ ୫ କୋଟି ଟଙ୍କା

Advertisment
ଭୁବନେଶ୍ୱର ସୂର୍ଯ୍ୟ ନଗରରେ ଆୟକର ବିଭାଗର ଚଢ଼ାଉ: ଗାଡି ଭିତରୁ ମିଳିଲା ନଗଦ ୫ କୋଟି ଟଙ୍କା

କନକ ବ୍ୟୁରୋ: ଗାଡ଼ିରୁ ମିଳିଲା ୫କୋଟି ଟଙ୍କା । ଭୁବନେଶ୍ୱର ସୂର୍ଯ୍ୟ ନଗରରେ ଆୟକର ବିଭାଗର ଚଢ଼ାଉ ବେଳେ ଏହି ଟଙ୍କା ଜବତ ହୋଇଛି । ଗାଡ଼ି ଭିତରୁ ମିଳିଛି ନଗଦ ୫କୋଟି ଟଙ୍କା । ଏକ ଫର୍ଚୁନର ଗାଡ଼ିରେ କ୍ୟାସ ନେଇ ଯାଉଥିବା ବେଳେ ଆୟକର ବିଭାଗ ଚଢ଼ାଉ କରିଛି । ଯାଜପୁର ଅଂଚଳର ଜଣେ କଂଟ୍ରାକ୍ଟରଙ୍କ ଗାଡ଼ିରୁ ଏହି ଟଙ୍କା ମିଳିିଛି । କଂଟ୍ରାକ୍ଟରଙ୍କ ନା ନିହାର ରଂଜନ ବୋଲି ଜଣାପଡ଼ିଛି । କଂଟ୍ରାକ୍ଟର ନିହାର ରଂଜନଙ୍କ ଯାଜପୁର ବାସଭବନରେ ଏବେ ଚଢ଼ାଉ ଜାରି ରଖିଛି ଆୟକର ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe