କନକ ବ୍ୟୁରୋ: ଜୟପୁରରେ ଡଙ୍ଗାବୁଡିରେ ୪ ନିଖୋଜ । ସେମିଳିଗୁଡା ବ୍ଲକ ପୋଡଗଡରେ ଏହି ଅଘଟଣ ଘଟିଛି । ଡଙ୍ଗାବୁଡିରେ ୪ ଜଣ ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହୋଇଥିବା ବେଳେ ୪ ନିଖୋଜ ରହିଛନ୍ତି । ନିଖୋଜ ଥିବା ସମସ୍ତେ ମୁଖିବିଡାଇ ଗାଁର । ନିଖୋଜଙ୍କ ମଧ୍ୟରେ ୩ ଜଣ ଯୁବତୀ ଥିବା ମଧ୍ୟ ସୂଚନା ମିଳିଛି । ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରିରଖିଛନ୍ତି ।
ଡଙ୍ଗାବୁଡିରେ ୪ ନିଖୋଜ, ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ।
/kanak/media/post_attachments/wp-content/uploads/2023/04/1-35.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)