କନକ ବ୍ୟୁରୋ : ଦୁଇ ମହିଳା ଶହ ୪ ନକଲି ମାଓବାଦୀ ଗିରଫ ହୋଇଛନ୍ତି । ମାଓବାଦୀ ନାମରେ ଚିଠି ଓ ଫୋନ୍ କରି ୬୦ ଲକ୍ଷ ଟଙ୍କା ମାଗିଥିଲେ । ଖାଲି ସେତିକି ନୁହେଁ ଟଙ୍କା ନଦେଲେ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ରାୟଗଡ଼ା ଜିଲ୍ଲା ଦୋରାଗୁଡ଼ା ଥାନା ଡିମୁଣ୍ଡିଗାଁରୁ ଆସିଛି ଅଭିଯୋଗ । ଡ଼ିମୁଣ୍ଡିଗାଁର ପରମାନନ୍ଦ ନାୟକଙ୍କ ନିକଟକୁ ମାଓବାଦୀ ନାମ ଉଲ୍ଲେଖ ଥିବା ଏକ ଚିଠି ପଠାଇଥିଲେ ଅଭିଯୁକ୍ତ । ସେଥିରେ ୬୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ରହିଥିଲା । ତାପରଦିନ ଜଣେ ମହିଳାଙ୍କ ସମେତ ଦୁଇ ଜଣ ତାଙ୍କ ଘରକୁ ଯାଇ ଟଙ୍କା ଦାବି କରିଥିଲେ । ନଦେଲେହତ୍ୟା ଧମକଦେଇଥିବା ଅଭିଯୋଗ ହୋଇଥିଲା ।
୪ ନକଲି ମାଓବାଦୀଙ୍କୁ ବାନ୍ଧିଲା ପୋଲିସ । ମାଓବାଦୀ ନାଁରେ ଚିଠି ଓ ଫୋନ୍ କରି ମାଗୁଥିଲେ ୬୦ ଲକ୍ଷ ଟଙ୍କା
/kanak/media/post_attachments/wp-content/uploads/2023/12/16-13.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)