କନକ ବ୍ୟୁରୋ: ଓଡିଶା ସିଭିଲ ସର୍ଭିସ-୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଆପ୍ଟି ପ୍ଲସ୍ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି । ଆପ୍ଟି ପ୍ଲସର ୩୦୫ ଜଣ ପିଲା ଭଲ ନମ୍ବର ରଖି ସଫଳତା ପାଇଛନ୍ତି । ଏହି ଠାରୁ କୋଚିଂ ନେଇ ଦେବବ୍ରତ କର ୪ନମ୍ବର ରାଙ୍କ ରଖିଛନ୍ତି । ସେହିପରି ଅଭିଜିତ ଷଡ଼ଙ୍ଗୀ ୧୩ ରାଙ୍କ, ସୁବ୍ରତ କୁମାର ସାହୁ ୨୬ ରାଙ୍କ, ସ୍ମୃତି ସୌମ୍ୟା ଦାଶ ୬୭ ରାଙ୍କ, ବିକାଶ ରଞ୍ଜନ ୬୦ ରାଙ୍କ, ଅସିତ ରଂଜନ ସାହୁ ୧୨୭ ରାଙ୍କ ରଖିଛନ୍ତି । ଏହାସହ ଅସିତ ରଂଜନ ସାହୁ ୧୨୭ ରାଙ୍କ, ଆରଣ୍ୟକ ସ୍ୱାଇଁ ୧୯୦ ରାଙ୍କ, ଶୁଭକଲ୍ୟାଣି ମହାପାତ୍ର ୨ ଶହ ରାଙ୍କ ଓ ପଲ୍ଲବୀ ପାତ୍ର ୨୩୮ ରାଙ୍କ ରଖି ସଫଳତା ପାଇଛନ୍ତି ।

Advertisment