ଦେଶରେ ଉପରମୁହାଁ କରୋନା ଗ୍ରାଫ: ୨୪ ଘଂଟାରେ ୬୪୮ ମୃତ, ୩୭ ହଜାରରୁ ଅଧିକ ଆକ୍ରାନ୍ତ; ମୋଟ ମୃତ୍ୟୁସଂଖ୍ୟା ୨୮ ହଜାର ୭୩୨କୁ ବୃଦ୍ଧି

241

କନକ ବ୍ୟୁରୋ: ଦେଶରେ ୧୨ ଲକ୍ଷର ନିକଟତର ହେଲା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ସାରାଦେଶରେ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୩୭,୭୨୪  ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୧୧୩୩ ରହିଛି। ୨୪ ଘଣ୍ଟାରେ ୬୪୮ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୭୫୮ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୫୮ ଜଣ, ବିହାରରେ ୨୧୭ ଜଣ, ଚଣ୍ଡିଗଡ଼ରେ ୧୨ ଜଣ, ଛତିଶଗଡ଼ରେ ୨୯ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୬୯୦ ଜଣ, ଗୋଆରେ ୨୬ ଜଣ, ଗୁଜରାଟରେ ୨୧୯୬ ଜଣ, ହରିୟାଣାରେ ୩୬୪ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୬୩ ଜଣ, ଝାଡ଼ଖଣ୍ଡରେ ୫୫ ଜଣ, କର୍ଣ୍ଣାଟକରେ ୧୪୬୪ ଜଣ, କେରଳରେ ୪୪ ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୫୬ ଜଣ, ମହାରାଷ୍ଟ୍ରରେ ୧୨୨୭୬ ଜଣ, ମେଘାଳୟରେ ୪ ଜଣ, ଓଡ଼ିଶାରେ ୧୦୩ ଜଣ, ପୁଦ୍ଦୁଚେରୀରେ ୩୦ ଜଣ, ପଞ୍ଜାବରେ ୨୬୩ ଜଣ, ରାଜସ୍ଥାନରେ ୫୭୭ ଜଣ, ତାମିଲନାଡୁରେ ୨୬୨୬ ଜଣ, ତେଲେଙ୍ଗାନାରେ ୪୨୯ ଜଣ, ତ୍ରିପୁରାରେ ୮ ଜଣ, ଉତ୍ତରାଖଣ୍ଡରେ ୫୫ ଜଣ, ଉତ୍ତରପ୍ରଦେଶରେ ୧୨୨୯ ଜଣ ଏବଂ ପଶ୍ଚମବଙ୍ଗରେ ୧୧୮୨ ଜଣ ।

ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୨୧୨), ଆନ୍ଧ୍ରପ୍ରଦେଶ (୫୮୬୬୮), ଅରୁଣାଚଳ ପ୍ରଦେଶ (୫୫୮), ଆସାମ (୨୫୩୮୨), ବିହାର (୨୮୯୫୨), ଚଣ୍ଡିଗଡ଼ (୭୫୧), ଛତିଶଗଡ଼ (୫୭୨୯), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୭୦୫), ଦିଲ୍ଲୀ (୧୨୫୦୯୬), ଗୋଆ (୪୦୨୭), ଗୁଜରାଟ (୫୦୩୭୯), ହରିୟାଣା (୨୭୪୬୨), ହିମାଚଳ ପ୍ରଦେଶ (୧୬୬୪), ଜମ୍ମୁ ଓ କଶ୍ମୀର (୧୫୨୫୮), ଝାଡ଼ଖଣ୍ଡ (୬୧୫୯) କର୍ଣ୍ଣାଟକ (୭୧୦୬୯), କେରଳ (୧୩୯୯୪), ଲଦାଖ (୧୧୯୮), ମଧ୍ୟପ୍ରଦେଶ (୨୪୦୯୫), ମହାରାଷ୍ଟ୍ର (୩୨୭୦୩୧), ମଣିପୁର (୨୦୧୫), ମେଘାଳୟ (୪୯୦), ମିଜୋରାମ (୩୧୭), ନାଗାଲାଣ୍ଡ (୧୦୩୦),  ଓଡ଼ିଶା (୧୮୭୫୭), ପୁଦ୍ଦୁଚେରୀ (୨୧୭୯), ପଞ୍ଜାବ (୧୦୮୮୯), ରାଜସ୍ଥାନ (୩୧୩୭୩), ସିକିମ୍ (୩୩୦), ତାମିଲନାଡୁ (୧୮୦୬୪୩), ତେଲେଙ୍ଗାନା (୪୭୭୦୫), ତ୍ରିପୁରା (୩୩୩୧), ଉତ୍ତରାଖଣ୍ଡ (୪୮୪୯), ଉତ୍ତରପ୍ରଦେଶ (୫୩୨୮୮) ଓ ପଶ୍ଚିମବଙ୍ଗ (୪୭୦୩୦) ।