କନକ ବ୍ୟୁରୋ: ରାଜ୍ୟରେ ପଡୁଛି ଶେଷ ପର୍ଯ୍ୟାୟ ଭୋଟ୍ । ଦିନ ୧ଟା ସୁଦ୍ଧା ରାଜ୍ୟରେ ହୋଇଛି ୩୭.୬୪ ପ୍ରତିଶତ ମତଦାନ । ବାଲେଶ୍ୱରରେ ୪୧.୪୪ ପ୍ରତିଶତ ମତଦାନ ହୋଇଥିବାବେଳେ ଭଦ୍ରକରେ ୩୪.୭୩% , , ଜଗତସିଂପୁରରେ ୩୬.୮୫%, ଯାଜପୁରରେ ୩୩.୯୬%, କେନ୍ଦ୍ରାପଡାରେ ୩୪.୪୫%, ମୟୂରଭଞ୍ଜରେ ୩୯.୬୫%, ମତଦାନ ହୋଇଛି ।
ରାଜ୍ୟରେ ପଡୁଛି ଶେଷ ପର୍ଯ୍ୟାୟ ଭୋଟ୍ । ଦିନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ ।
/kanak/media/post_attachments/wp-content/uploads/2024/06/27.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)