ଲାଇନଚ୍ୟୁତ ହେଲା ମହାକୋଶଲ ଏକ୍ସପ୍ରେସ ! ୭ଟି ବଗି ଲାଇନଚ୍ୟୁତ, ୩୮ରୁ ଅଧିକ ଆହତ

ଲାଇନଚ୍ୟୁତ ହେଲା ମହାକୋଶଲ ଏକ୍ସପ୍ରେସ ! ୭ଟି ବଗି ଲାଇନଚ୍ୟୁତ, ୩୮ରୁ ଅଧିକ ଆହତ

କନକ ବ୍ୟୁରୋ : ଲାଇନଚ୍ୟୁତ ହେଲା ମହାକୋଶଲ ଏକ୍ସପ୍ରେସ । ଉତରପ୍ରଦେଶ ମହୋବା ନିକଟରେ ବିଳମ୍ବିତ ରାତି ସାଢେ ୨ଟା ସମୟରେ ଲାଇନଚ୍ୟୁତ ହୋଇଛି ଟ୍ରେନ । ମହାକୋଶଲ ଏକ୍ସପ୍ରେସର ୭ଟି ବଗି ଲାଇନଚ୍ୟୁତ ହୋଇଛି । ଏଥିରେ ୩୮ଜଣ ଆହତ ହୋଇଛନ୍ତି । ୩ଟି ଏସି ଓ ୪ଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଛି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe